୧. ଗ୍ରାମପଞ୍ଚାୟତର ମୁଖ୍ୟ କିଏ?
ନାଏବ ସରପଞ୍ଚ
ୱାର୍ଡ ମେମ୍ବର
ଚେୟାରମ୍ୟାନ
ସରପଞ୍ଚ
୨. ପ୍ରାୟ କେତେ ଜନସଂଖ୍ୟାକୁ ନେଇ ଗୋଟିଏ ଗ୍ରାମପଞ୍ଚାୟତ ଗଠିତ ହୋଇଥାଏ?
୪ ହଜାର ରୁ ୫ ହଜାର
୬ ହଜାର ରୁ ୮ ହଜାର
୨ ହଜାର ରୁ ୧୦ ହଜାର
୫ ହଜାର ରୁ ୧୫ ହଜାର
୩. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗ୍ରାମପଞ୍ଚାୟତର ଏକ ଇଛାଧିନ କାର୍ଯ୍ୟ ଅଟେ ?
ଆଲୋକ ବ୍ୟବସ୍ଥା
ଜନ୍ମମୃତ୍ୟୁ ପଞ୍ଜିକରଣ
ପାଠାଗାର ସ୍ଥାପନ
ପାନୀୟ ଜଳର ବ୍ୟବସ୍ଥା
୪. ପୋଲିସ୍ ବିଭାଗର ଆପାତକାଳିନ ଯୋଗାଯୋଗ ନମ୍ବର କେତେ?
୫. ନିମ୍ନୋକ୍ତ ମଧ୍ୟରୁ କେଉଁଟି ପୋଲିସର କାର୍ଯ୍ୟ ଅଟେ?
ନିଆଁ ଲିଭାଇବା
ଘର ଘର ବୁଲି ଚିଠି ଦେବା
ରୋଗୀଙ୍କୁ ଚିକିତ୍ସା କରିବା
ଚୋରି ଜିନିଷ ଠାବ କରିବା
୬. କେଉଁଠାରେ ଆମେ ଆମର ଟଙ୍କାକୁ ସଞ୍ଚୟ କରି ରଖିଥାଉ?
ବ୍ୟାଙ୍କ
ଡାକ୍ତର ଖାନା
ପୋଲିସ୍ ଥାନା
୭. ରାଜୁ ପଶୁପାଳନ କେନ୍ଦ୍ର ଖୋଲିବା ପାଇଁ କାହାଠାରୁ ଋଣ ନେବ?
ପୋଲିସ ଥାନା
ବ୍ୟାଙ୍କ
ଦମକଳ କେନ୍ଦ୍ର
ଡାକ୍ତର ଖାନା
୮. ବ୍ୟାଙ୍କର ମୁଖ୍ୟଙ୍କୁ କ’ଣ କହନ୍ତି? ।
ପିଅନ
ମ୍ୟାନେଜର
ଏକାଉଣ୍ଟାଣ୍ଟ
କ୍ୟାସିୟର
୯. ନିମ୍ନୋକ୍ତ ମଧ୍ୟରୁ କେଉଁଟି ପଞ୍ଚାୟତ ସମିତିର କାର୍ଯ୍ୟ ଅଟେ?
ପୌରପାଳିକାର କାର୍ଯ୍ୟକୁ ତଦାରଖ କରିବା
ଶିଳ୍ପାଞ୍ଚଳର କାର୍ଯ୍ୟକୁ ତଦାରଖ କରିବା
ଗ୍ରାମପଞ୍ଚାୟତର କାର୍ଯ୍ୟକୁ ତଦାରଖ କରିବା
ମହାନଗର ନିଗମର କାର୍ଯ୍ୟକୁ ତଦାରଖ କରିବା
୧0. ତୁମ ଗ୍ରାମରେ ନିଆଁ ଲାଗିଥିଲେ ତୁମେ ତୁରନ୍ତ କେଉଁ ନମ୍ବରରେ ଫୋନ କରିବ?
- Question 1୧. ଗ୍ରାମପଞ୍ଚାୟତର ମୁଖ୍ୟ କିଏ?
- ସରପଞ୍ଚ
- Question 2୨. ପ୍ରାୟ କେତେ ଜନସଂଖ୍ୟାକୁ ନେଇ ଗୋଟିଏ ଗ୍ରାମପଞ୍ଚାୟତ ଗଠିତ ହୋଇଥାଏ?
- ୨ ହଜାର ରୁ ୧୦ ହଜାର
- Question 3୩. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗ୍ରାମପଞ୍ଚାୟତର ଏକ ଇଛାଧିନ କାର୍ଯ୍ୟ ଅଟେ ?
- ପାଠାଗାର ସ୍ଥାପନ
- Question 4୪. ପୋଲିସ୍ ବିଭାଗର ଆପାତକାଳିନ ଯୋଗାଯୋଗ ନମ୍ବର କେତେ?
- ୧୦୦
- Question 5୫. ନିମ୍ନୋକ୍ତ ମଧ୍ୟରୁ କେଉଁଟି ପୋଲିସର କାର୍ଯ୍ୟ ଅଟେ?
- ଚୋରି ଜିନିଷ ଠାବ କରିବା
- Question 6
୬. କେଉଁଠାରେ ଆମେ ଆମର ଟଙ୍କାକୁ ସଞ୍ଚୟ କରି ରଖିଥାଉ?
- ବ୍ୟାଙ୍କ
- Question 7୭. ରାଜୁ ପଶୁପାଳନ କେନ୍ଦ୍ର ଖୋଲିବା ପାଇଁ କାହାଠାରୁ ଋଣ ନେବ?
- ବ୍ୟାଙ୍କ
- Question 8୮. ବ୍ୟାଙ୍କର ମୁଖ୍ୟଙ୍କୁ କ’ଣ କହନ୍ତି? ।
- ମ୍ୟାନେଜର
- Question 9୯. ନିମ୍ନୋକ୍ତ ମଧ୍ୟରୁ କେଉଁଟି ପଞ୍ଚାୟତ ସମିତିର କାର୍ଯ୍ୟ ଅଟେ?
- ଗ୍ରାମପଞ୍ଚାୟତର କାର୍ଯ୍ୟକୁ ତଦାରଖ କରିବା
- Question 10୧0. ତୁମ ଗ୍ରାମରେ ନିଆଁ ଲାଗିଥିଲେ ତୁମେ ତୁରନ୍ତ କେଉଁ ନମ୍ବରରେ ଫୋନ କରିବ?
- ୧୦୧