ଘରେ କିଏ ଆମପାଇଁ ରୋଷେଇ କରି ଦିଅନ୍ତି ?
ବାପା, ଛୋଟ ଭାଇ, ଛୋଟ ଭଉଣୀ, ଜେଜେମା ଏମାନଙ୍କ ଭିତରୁ କିଏ ରୋଗ ହେଲେ ଆମକୁ ଡାକ୍ତରଖାନା ନିଅନ୍ତି?
ବାପା
ଛୋଟ ଭଉଣୀ
ଛୋଟ ଭାଇ
ଜେଜେମା
ଦେହ ଖରାପ ହେଲେ କିଏ ଆମର ବେଶୀ ସେବା ଯତ୍ନ କରନ୍ତି?
କିଏ ଆମକୁ ଅତି ସରାଗରେ ଗପ କୁହନ୍ତି?
ତୁମ ପରିବାର ଚଳାଇବା ପାଇଁ ମୁଖ୍ୟତଃ କିଏ ରୋଜଗାର କରି ଟଙ୍କା ଆଣନ୍ତି?
- Question 1ଘରେ କିଏ ଆମପାଇଁ ରୋଷେଇ କରି ଦିଅନ୍ତି ?
- ମାଆ
- Question 2ବାପା, ଛୋଟ ଭାଇ, ଛୋଟ ଭଉଣୀ, ଜେଜେମା ଏମାନଙ୍କ ଭିତରୁ କିଏ ରୋଗ ହେଲେ ଆମକୁ ଡାକ୍ତରଖାନା ନିଅନ୍ତି?
- ବାପା
- Question 3ଦେହ ଖରାପ ହେଲେ କିଏ ଆମର ବେଶୀ ସେବା ଯତ୍ନ କରନ୍ତି?
- ମାଆ
- Question 4କିଏ ଆମକୁ ଅତି ସରାଗରେ ଗପ କୁହନ୍ତି?
- ଜେଜେମା
- Question 5ତୁମ ପରିବାର ଚଳାଇବା ପାଇଁ ମୁଖ୍ୟତଃ କିଏ ରୋଜଗାର କରି ଟଙ୍କା ଆଣନ୍ତି?
- ବାପା