୧) ସୋମା ଓ ହାସିନା ଦୁଇ ସାଙ୍ଗଙ୍କ ସମ୍ପର୍କ ନିବିଡ ଥିଲା । କାରଣ କ’ଣ ?
ଦୁହେଁ ସମ ବୟସୀ ଓ ସହପାଠୀ ବୋଲି ।
ଦୁହିଁଙ୍କ ବାପା ପରସ୍ପରର ସାଙ୍ଗ ଥିଲେ ବୋଲି ।
ଦୁହେଁ ପଡିଶା ଘରେ ରହୁଥିଲେ ବୋଲି ।
ଦୁହେଁ ବାଳିକା ଥିଲେ ବୋଲି ।
୨) ସୋମା ଓ ହସିନାର ମନ ଦୁଃଖ ହେଲା କାହିଁକି ?
୩ ) ହାସିନା ସୋମା ପାଖକୁ ଶିଆଳି ଲଟା ପକାଇଲା । - ଏହି ଉତ୍ତର ପାଇବାପାଇଁ ପ୍ରଶ୍ନ ତିଆରି କାଲେ କେଉଁ ପ୍ରଶ୍ନ ଠିକ ହେବ ।
ହାସିନା କାହିଁକି ଶିଆଳି ଲଟା ପକାଇଲା ?
କିଏ ସୋମା ପାଖକୁ ଶିଆଳି ଲଟା ପକାଇଲା ?
ହାସିନା କେତେବେଳେ ଶିଆଳି ଲଟା ପକାଇଲା ?
ହାସିନା ଶିଆଳି ଲଟା ପକାଇବାର କାରଣ କ'ଣ ?
୪) ହାସିନା ସୋମା ପାଖକୁ ଶିଆଳି ଲଟା ପକାଇଲା । ଏଠାରେ ହସିନାର କେଉଁ ଗୁଣ ଜଣା ପଡୁଛି ।
ସାହସ
ବୀରତ୍ଵ
ସ୍ନେହ
ଉପସ୍ଥିତ ବୁଦ୍ଧି
୫) ପାନେ ଦେବାର ଅର୍ଥ କ'ଣ ?
ପାନ ଖଣ୍ଡେ ଦେବା
ମଜା ଚଖେଇବା
ଉଚିତ ଶିକ୍ଷା ଦେବା
ଦଣ୍ଡ ଦେବା
୬) 'ଆଖିରେ ରଖିବା' –ଏହାକୁ ବାକ୍ୟ ରେ ଲେଖିଲେ କ'ଣ ହେବ ।
ଧୂଆଁ ପାଖରେ ଆଖି ରଖିଲେ ଜଳାଏ ।
କମ ଦେଖାଯାଉଥିଲେ ଚଷମା ଆଖିରେ ରଖିବା ଉଚିତ ।
ମା ନିଜ ପିଲାକୁ ଆଖିରେ ରଖେ ।
ବରଫକୁ ଆଖିରେ ରଖିଲେ ଥଣ୍ଡା ଲାଗେ ।
୭) 'ଧଇଁ ସଇଁ ' ଭଳି ଯୋଡି ଶବ୍ଦ କେଉଁଟି ?
ବାଟ ଘାଟ
କଇଁ କଇଁ
ଭଲ ମନ୍ଦ
ଧଆଁଧପଡ
- Question 1୧) ସୋମା ଓ ହାସିନା ଦୁଇ ସାଙ୍ଗଙ୍କ ସମ୍ପର୍କ ନିବିଡ ଥିଲା । କାରଣ କ’ଣ ?
- ଦୁହେଁ ପଡିଶା ଘରେ ରହୁଥିଲେ ବୋଲି ।
- Question 2୨) ସୋମା ଓ ହସିନାର ମନ ଦୁଃଖ ହେଲା କାହିଁକି ?
- ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ବନ୍ଦ ହେବାରୁ
- Question 3୩ ) ହାସିନା ସୋମା ପାଖକୁ ଶିଆଳି ଲଟା ପକାଇଲା । - ଏହି ଉତ୍ତର ପାଇବାପାଇଁ ପ୍ରଶ୍ନ ତିଆରି କାଲେ କେଉଁ ପ୍ରଶ୍ନ ଠିକ ହେବ ।
- କିଏ ସୋମା ପାଖକୁ ଶିଆଳି ଲଟା ପକାଇଲା ?
- Question 4୪) ହାସିନା ସୋମା ପାଖକୁ ଶିଆଳି ଲଟା ପକାଇଲା । ଏଠାରେ ହସିନାର କେଉଁ ଗୁଣ ଜଣା ପଡୁଛି ।
- ଉପସ୍ଥିତ ବୁଦ୍ଧି
- Question 5୫) ପାନେ ଦେବାର ଅର୍ଥ କ'ଣ ?
- ଉଚିତ ଶିକ୍ଷା ଦେବା
- Question 6୬) 'ଆଖିରେ ରଖିବା' –ଏହାକୁ ବାକ୍ୟ ରେ ଲେଖିଲେ କ'ଣ ହେବ ।
- ମା ନିଜ ପିଲାକୁ ଆଖିରେ ରଖେ ।
- Question 7୭) 'ଧଇଁ ସଇଁ ' ଭଳି ଯୋଡି ଶବ୍ଦ କେଉଁଟି ?
- କଇଁ କଇଁ