୧. ଶ୍ରେଣୀର ପ୍ରବେଶଦ୍ୱାର ଠାରୁ କଳାପଟାର ଦୂରତା କେତେ?
ପ୍ରାୟତଃ ୮ ଫୁଟ୍
ପ୍ରାୟତଃ ୧୦ ଫୁଟ୍
ପ୍ରାୟତଃ ୫ ଫୁଟ୍
ପ୍ରାୟତଃ ୨ ଫୁଟ୍
୨. ଟମାଟ ଖଣ୍ଡ ପାଣିରେ ପକାଇଲେ-
ଭାସିବ
ବୁଡ଼ିବ
ମିଳେଇ ଯିବ
ଅର୍ଧମଗ୍ନ ହେବ
୩. ପୃଥିବୀ ଠାରୁ ଚନ୍ଦ୍ରର ଦୂରତା କେତେ?
ପ୍ରାୟ ୩୬୨୮୦୦ କି.ମି.
ପ୍ରାୟ ୩୮୪୫୦୦ କି.ମି.
ପ୍ରାୟ ୩୨୪୦୦ କି.ମି.
ପ୍ରାୟ ୩୮୪୪୦୦ କି.ମି.
୪. ଓଡ଼ିଶାର କ୍ଷେତ୍ରଫଳ କେତେ ବର୍ଗ କି.ମି.?
ପ୍ରାୟ ୧୫୫୭୦୭
ପ୍ରାୟ ୧୮୬୯୭୫
ପ୍ରାୟ ୧୬୦୭୮୭
ପ୍ରାୟ ୧୫୦୭୦୭
୫. ୨୪ ଘଣ୍ଟା ସମାନ କେତେ ସେକେଣ୍ଡ ସହ ସମାନ?
୮୬୪୦୦ ସେକେଣ୍ଡ
୧୮୬୦୦ ସେକେଣ୍ଡ
୩୬୪୦୦ ସେକେଣ୍ଡ୍
୧୨୬୦୦ ସେକେଣ୍ଡ
୬. କେଉଁ ଜିନିଷଟି ପାଣିରେ ମିଳେଇଯାଏ?
୭. କେଉଁ ତରଳ ପଦାର୍ଥର ବାଷ୍ପୀକରଣ ପ୍ରକ୍ରିୟା ଅଧିକ?
ସୋରିଷତେଲ
ଜଡ଼ାତେଲ
ପେଟ୍ରୋଲ
ପାଣି
୮. ବେଙ୍ଗ ମୁଖ୍ୟତଃ କାହା ସାହାଯ୍ୟରେ ଶ୍ଵାସକ୍ରିୟା କରେ?
୯. ଫିଟିକିରିର ସ୍ବାଦ କିପରି?
୧୦. ପାଉଁରୁଟିରେ କେଉଁ ଅଣୁଜୀବ ବଂଶ ବିସ୍ତାର କରନ୍ତି?
- Question 1୧. ଶ୍ରେଣୀର ପ୍ରବେଶଦ୍ୱାର ଠାରୁ କଳାପଟାର ଦୂରତା କେତେ?
- ପ୍ରାୟତଃ ୮ ଫୁଟ୍
- Question 2୨. ଟମାଟ ଖଣ୍ଡ ପାଣିରେ ପକାଇଲେ-
- ବୁଡ଼ିବ
- Question 3୩. ପୃଥିବୀ ଠାରୁ ଚନ୍ଦ୍ରର ଦୂରତା କେତେ?
- ପ୍ରାୟ ୩୮୪୪୦୦ କି.ମି.
- Question 4୪. ଓଡ଼ିଶାର କ୍ଷେତ୍ରଫଳ କେତେ ବର୍ଗ କି.ମି.?
- ପ୍ରାୟ ୧୫୫୭୦୭
- Question 5୫. ୨୪ ଘଣ୍ଟା ସମାନ କେତେ ସେକେଣ୍ଡ ସହ ସମାନ?
- ୮୬୪୦୦ ସେକେଣ୍ଡ
- Question 6୬. କେଉଁ ଜିନିଷଟି ପାଣିରେ ମିଳେଇଯାଏ?
- ଲୁଣ
- Question 7୭. କେଉଁ ତରଳ ପଦାର୍ଥର ବାଷ୍ପୀକରଣ ପ୍ରକ୍ରିୟା ଅଧିକ?
- ପେଟ୍ରୋଲ
- Question 8୮. ବେଙ୍ଗ ମୁଖ୍ୟତଃ କାହା ସାହାଯ୍ୟରେ ଶ୍ଵାସକ୍ରିୟା କରେ?
- ନାକ ଓ ଚର୍ମ
- Question 9୯. ଫିଟିକିରିର ସ୍ବାଦ କିପରି?
- କ୍ଷାରୀୟ
- Question 10୧୦. ପାଉଁରୁଟିରେ କେଉଁ ଅଣୁଜୀବ ବଂଶ ବିସ୍ତାର କରନ୍ତି?
- କବକ