ଚାରିଅଙ୍କ ବିଶିଷ୍ଟ ସଂଖ୍ୟାକୁ ଭାଗ କଲା ବେଳେ ଭାଜକ ଦ୍ବାରା ପ୍ରଥମେ କେଉଁ ସ୍ଥାନର ଅଙ୍କରୁ ଭାଗକ୍ରିୟା ଆରମ୍ଭ କରାଯିବ ?
ଭାଗଶେଷ ଶୁନ ହେଲେ ଭାଜକ ଓ ଭାଗଫଳର ଗୁଣଫଳ କାହାସହ ସମାନ ହେବ ?
୨୪୩୫ / ୧୫ = ଭାଗଫଳ ଓ ଭାଗଶେଷ ୫
୬୧୦ ଚକୋଲେଟକୁ ୧୨୨ ଜଣ ପିଲାଙ୍କ ମଧ୍ୟରେ ସମାନ ସମାନ ବାଣ୍ଟିଲେ ପ୍ରତି ପିଲା କେତେ ଲେଖାଏଁ ଚକୋଲେଟ ପାଇବେ ?
ବାପା ପାଇଥିବା ପୂଜା ବୋନସ୍ ଟଙ୍କାକୁ ୪ ଭାଇଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବାରୁ ଜଣକା ୨୭୫ ଟଙ୍କା ପାଇଲା ପରେ ୭୫ ଟଙ୍କା ବଳିପଡ଼ିଲା । ବାପା କେତେ ଟଙ୍କା ବୋନସ୍ ପାଇଥିଲେ?
ଗୋଟିଏ କମଳା ପେଟିରେ ୫୦ ଟି କମଳା ରହେ । ସେହିପରି ୭୬୫୦ କମଳାକୁ କେତୋଟି ପେଟିରେ ରଖାଯାଇ ପାରିବ ?
ଦୁଇଟି ସଂଖ୍ୟାର ଗୁଣଫଳ ୪୦୭୫ । ସେଥିରୁ ଗୋଟିଏ ସଂଖ୍ୟା ୨୫ ହେଲେ ଅନ୍ୟ ସଂଖ୍ୟାଟି କେତେ ?
୪୧୨୩ କୁ ୨୦ ଦ୍ଵାରା ଭାଗ କଲେ ଭାଗଫଳଟି ନିମ୍ନୋକ୍ତ କେଉଁ ସଂଖ୍ୟାର ପାଖାପାଖ୍ ହେବ ?
- Question 1ଚାରିଅଙ୍କ ବିଶିଷ୍ଟ ସଂଖ୍ୟାକୁ ଭାଗ କଲା ବେଳେ ଭାଜକ ଦ୍ବାରା ପ୍ରଥମେ କେଉଁ ସ୍ଥାନର ଅଙ୍କରୁ ଭାଗକ୍ରିୟା ଆରମ୍ଭ କରାଯିବ ?
- ହଜାର
- Question 2ଭାଗଶେଷ ଶୁନ ହେଲେ ଭାଜକ ଓ ଭାଗଫଳର ଗୁଣଫଳ କାହାସହ ସମାନ ହେବ ?
- ଭାଜ୍ୟ
- Question 3୨୪୩୫ / ୧୫ = ଭାଗଫଳ ଓ ଭାଗଶେଷ ୫
- ୧୬୨
- Question 4୬୧୦ ଚକୋଲେଟକୁ ୧୨୨ ଜଣ ପିଲାଙ୍କ ମଧ୍ୟରେ ସମାନ ସମାନ ବାଣ୍ଟିଲେ ପ୍ରତି ପିଲା କେତେ ଲେଖାଏଁ ଚକୋଲେଟ ପାଇବେ ?
- ୫
- Question 5ବାପା ପାଇଥିବା ପୂଜା ବୋନସ୍ ଟଙ୍କାକୁ ୪ ଭାଇଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବାରୁ ଜଣକା ୨୭୫ ଟଙ୍କା ପାଇଲା ପରେ ୭୫ ଟଙ୍କା ବଳିପଡ଼ିଲା । ବାପା କେତେ ଟଙ୍କା ବୋନସ୍ ପାଇଥିଲେ?
- ୧୧୭୫
- Question 6ଗୋଟିଏ କମଳା ପେଟିରେ ୫୦ ଟି କମଳା ରହେ । ସେହିପରି ୭୬୫୦ କମଳାକୁ କେତୋଟି ପେଟିରେ ରଖାଯାଇ ପାରିବ ?
- ୧୫୩
- Question 7ଦୁଇଟି ସଂଖ୍ୟାର ଗୁଣଫଳ ୪୦୭୫ । ସେଥିରୁ ଗୋଟିଏ ସଂଖ୍ୟା ୨୫ ହେଲେ ଅନ୍ୟ ସଂଖ୍ୟାଟି କେତେ ?
- ୧୬୩
- Question 8୪୧୨୩ କୁ ୨୦ ଦ୍ଵାରା ଭାଗ କଲେ ଭାଗଫଳଟି ନିମ୍ନୋକ୍ତ କେଉଁ ସଂଖ୍ୟାର ପାଖାପାଖ୍ ହେବ ?
- ୨୦୦