୧. ଓଡିଶାର କେଉଁଠାରେ ତନ୍ତ ଲୁଗା ବୁଣାଯାଏ?
୨. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପ୍ରଧାନମୂଳର ଉଦାହରଣ ଅଟେ?
୩. _______ ଗଛର ଗୁଚ୍ଛମୂଳ ଥାଏ?
୪. _________ ଏକ ବିଦ୍ୟୁତ ସୁପରିବାହୀ ବସ୍ତୁ?
୫. ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଦ୍ୟୁତ କୁପରିବାହୀ ଅଟେ?
ତମ୍ବା ତାର
ମଣିଷ ଶରୀର
ଆଲୁମିନିୟମ ତାର
କାଚ ବୋତଲ
୬. ଗାଡିରେ ବ୍ୟବହୃତ ହେଉଥିବା ବ୍ୟାଟେରୀରେ ରାସାୟନିକ ପଦାର୍ଥ କେଉଁ ଅବସ୍ଥାରେ ଥାଏ?
୭. ଏକାଧିକ ସେଲର ସଂଯୁକ୍ତ ରୂପକୁ ______ କୁହାଯାଏ?
୮. ଧାନ ଗଛର କି ପ୍ରକାର ମୂଳ ଥାଏ?
ଶାଖା ମୂଳ
ପ୍ରଧାନ ମୂଳ
ପ୍ରଶାଖା ମୂଳ
ଗୁଚ୍ଛମୂଳ
୯. ବଡ ବଡ ବୃକ୍ଷର ଯେଉଁ ମୂଳରୁ ଶାଖାମୂଳ ଓ ପ୍ରଶାଖା ମୂଳ ବାହାରିଥାଏ ତାକୁ କି ମୂଳ କହନ୍ତି?
ଠେସ ମୂଳ
ଗୁଚ୍ଛ ମୂଳ
ପ୍ରଧାନ ମୂଳ
ସ୍ତମ୍ଭ ମୂଳ
୧୦. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପ୍ରାଣିଜ ତନ୍ତୁ?
୧୧. କେଉଁଟି ଏକ ଉଦ୍ଭିଦଜାତ ତନ୍ତୁ?
୧୨. ବିଦ୍ୟୁତ ସୁପରିବାହୀ କହିଲେ କଣ ବୁଝ?
ଯାହା ମଧ୍ୟ ଦେଇ ବିଦ୍ୟୁତ ପ୍ରବାହ ହୋଇପାରେ ନାହିଁ
ଯାହା ବୈଦ୍ୟୁତିକ ତାରର ଉପର ଅଂଶ ତିଆରି କରିବା ପାଇଁ ବ୍ୟବହୃତ ହୁଏ
ଯାହା ଟର୍ଚ ଲାଇଟର ସୁଇଚ ତିଆରି କରିବା ପାଇଁ ବ୍ୟବହୃତ ହୁଏ
ଯାହା ମଧ୍ୟ ଦେଇ ବିଦ୍ୟୁତ ପ୍ରବାହ ହୋଇପାରେ
୧୩. କିଏ ବଂଶବୃଦ୍ଧି କରିପାରେ?
୧୪. ନିମ୍ନ ଲିଖିତ ମଧ୍ୟରୁ କିଏ ପ୍ରତିକ୍ରିୟା ପ୍ରକାଶ କରେ?
- Question 1୧. ଓଡିଶାର କେଉଁଠାରେ ତନ୍ତ ଲୁଗା ବୁଣାଯାଏ?
- ଆଠଗଡ
- Question 2୨. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପ୍ରଧାନମୂଳର ଉଦାହରଣ ଅଟେ?
- ମୂଳା
- Question 3୩. _______ ଗଛର ଗୁଚ୍ଛମୂଳ ଥାଏ?
- ବରଗଛ
- Question 4୪. _________ ଏକ ବିଦ୍ୟୁତ ସୁପରିବାହୀ ବସ୍ତୁ?
- ଲୁହା କଣ୍ଟା
- Question 5୫. ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଦ୍ୟୁତ କୁପରିବାହୀ ଅଟେ?
- କାଚ ବୋତଲ
- Question 6୬. ଗାଡିରେ ବ୍ୟବହୃତ ହେଉଥିବା ବ୍ୟାଟେରୀରେ ରାସାୟନିକ ପଦାର୍ଥ କେଉଁ ଅବସ୍ଥାରେ ଥାଏ?
- ତରଳ
- Question 7୭. ଏକାଧିକ ସେଲର ସଂଯୁକ୍ତ ରୂପକୁ ______ କୁହାଯାଏ?
- ବ୍ୟାଟେରୀ
- Question 8୮. ଧାନ ଗଛର କି ପ୍ରକାର ମୂଳ ଥାଏ?
- ଗୁଚ୍ଛମୂଳ
- Question 9୯. ବଡ ବଡ ବୃକ୍ଷର ଯେଉଁ ମୂଳରୁ ଶାଖାମୂଳ ଓ ପ୍ରଶାଖା ମୂଳ ବାହାରିଥାଏ ତାକୁ କି ମୂଳ କହନ୍ତି?
- ପ୍ରଧାନ ମୂଳ
- Question 10୧୦. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପ୍ରାଣିଜ ତନ୍ତୁ?
- ରେଶମ
- Question 11୧୧. କେଉଁଟି ଏକ ଉଦ୍ଭିଦଜାତ ତନ୍ତୁ?
- ତୁଳା
- Question 12୧୨. ବିଦ୍ୟୁତ ସୁପରିବାହୀ କହିଲେ କଣ ବୁଝ?
- ଯାହା ମଧ୍ୟ ଦେଇ ବିଦ୍ୟୁତ ପ୍ରବାହ ହୋଇପାରେ
- Question 13୧୩. କିଏ ବଂଶବୃଦ୍ଧି କରିପାରେ?
- ଗଛ
- Question 14୧୪. ନିମ୍ନ ଲିଖିତ ମଧ୍ୟରୁ କିଏ ପ୍ରତିକ୍ରିୟା ପ୍ରକାଶ କରେ?
- ଲାଜକୁଳୀ ଲତା