କେଉଁ ଦୁଇଟି ଜୀବ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ହେଇଥିଲା ?
ଠେକୁଆ ଓ ମୂଷା
ଠେକୁଆ ଓ କୁମ୍ଭୀର
କଇଁଛ ଓ ଠେକୁଆ
କଇଁଛ ଓ ବେଙ୍ଗ
ଠେକୁଆ ଓ କଇଁଛ ମଧ୍ୟରୁ କିଏ ଦୃତ ଗତିରେ ଦୌଡ଼ି ପାରେ ?
ଠେକୁଆ ଓ କଇଁଛି ସମ ଗତିରେ ଦୌଡ଼ି ଆନ୍ତି
କଇଁଛ ଠାରୁ ଠେକୁଆ ଦୃତ ଗତିରେ ଦୌଡ଼ି ପାରେ
ଠେକୁଆ ଠାରୁ କଇଁଛ ଦୃତ ଗତିରେ ଦୌଡ଼ି ପାରେ
କଇଁଛ ଠେକୁଆ ଠାରୁ ଅତି ଦୃତ ଗତିରେ ଦୌଡ଼ି ପାରେ
ସଫଳତା ପାଇବା ପାଇଁ କ'ଣ କରିବାକୁ ପଡ଼େ ?
ଇଶ୍ଵରଙ୍କୁ ଆରାଧନା କରିବାକୁ ପଡ଼େ
ଶିକ୍ଷକ ଦେଇଥିବା ଘରକାମ କରିବାକୁ ପଡ଼େ
ନିରନ୍ତର ଚେଷ୍ଟା କରିବାକୁ ପଡ଼େ
ପ୍ରତି ଦିନ ଦୌଡ଼ ଅଭ୍ୟାସ କରିବାକୁ ପଡ଼େ
ଅସଂପୂର୍ଣ୍ଣ ବାକ୍ୟଟିକୁ ସଂପୂର୍ଣ୍ଣ କର।" ମୁଁ ମଧ୍ୟ ନିରନ୍ତର ଚେଷ୍ଟା କରି ...
ସଫଳତା ପାଇବି
ଶକ୍ତି ପାଇବି
ମୁକ୍ତି ପାଇବି
ଅସଫଳତା ପାଇବି
- Question 1
କେଉଁ ଦୁଇଟି ଜୀବ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ହେଇଥିଲା ?
- କଇଁଛ ଓ ଠେକୁଆ
- Question 2ଠେକୁଆ ଓ କଇଁଛ ମଧ୍ୟରୁ କିଏ ଦୃତ ଗତିରେ ଦୌଡ଼ି ପାରେ ?
- କଇଁଛ ଠାରୁ ଠେକୁଆ ଦୃତ ଗତିରେ ଦୌଡ଼ି ପାରେ
- Question 3ସଫଳତା ପାଇବା ପାଇଁ କ'ଣ କରିବାକୁ ପଡ଼େ ?
- ନିରନ୍ତର ଚେଷ୍ଟା କରିବାକୁ ପଡ଼େ
- Question 4ଅସଂପୂର୍ଣ୍ଣ ବାକ୍ୟଟିକୁ ସଂପୂର୍ଣ୍ଣ କର।" ମୁଁ ମଧ୍ୟ ନିରନ୍ତର ଚେଷ୍ଟା କରି ...
- ସଫଳତା ପାଇବି