୧. ଉଇ ମାନଙ୍କ ବାସସ୍ଥାନକୁ କ'ଣ କୁହାଯାଏ?
୨. ମହୁମାଛି ମାନେ ଫୁଲରୁ କ'ଣ ସଂଗ୍ରହ କରନ୍ତି?
୩ ନିମ୍ନଲିଖିତ ପ୍ରାଣୀମାନଙ୍କ ମଧ୍ୟରୁ କେଉଁମାନେ ଦଳୀୟ କାର୍ଯ୍ୟ ମାଧ୍ୟମରେ ବାସସ୍ଥାନ ତିଆରି କରନ୍ତି?
୪. କେଉଁମାନେ ଦଳରେ ଖାଦ୍ୟ ସଂଗ୍ରହ କରନ୍ତି?
୫. ଖାଦ୍ୟ ଖୋଜିବା, ବାସସ୍ଥାନ ତିଆରି କରିବା ଓ ସ୍ଥାନାନ୍ତରଣ ହେବା ନିମ୍ନଲିଖିତ ମଧ୍ୟରୁ କେଉଁମାନେ ଦଳଗତ ଭାବେ କରନ୍ତି?
ପିମ୍ପୁଡ଼ି
ମଣିଷ
କୁକୁର
ଝିଣ୍ଟିକା
୬. ଖାଦ୍ୟର ଅଭାବରେ ହାତୀମାନେ ଦଳଗତ ଭାବେ କ'ଣ କରନ୍ତି?
୭. ବର୍ତ୍ତମାନ ଯୁଗରେ ଝିଅ ମାନଙ୍କ ବିବାହ ପାଇଁ ନିର୍ଦ୍ଧାରିତ ବୟସ ସୀମା କେତେ?
୧୮ ବର୍ଷରୁ ଅଧିକ
୨୧ ବର୍ଷରୁ କମ୍
୨୧ ବର୍ଷରୁ ଅଧିକ
୧୮ ବର୍ଷରୁ କମ
- Question 1୧. ଉଇ ମାନଙ୍କ ବାସସ୍ଥାନକୁ କ'ଣ କୁହାଯାଏ?
- ହୁଙ୍କା
- Question 2୨. ମହୁମାଛି ମାନେ ଫୁଲରୁ କ'ଣ ସଂଗ୍ରହ କରନ୍ତି?
- ମହୁ
- Question 3୩ ନିମ୍ନଲିଖିତ ପ୍ରାଣୀମାନଙ୍କ ମଧ୍ୟରୁ କେଉଁମାନେ ଦଳୀୟ କାର୍ଯ୍ୟ ମାଧ୍ୟମରେ ବାସସ୍ଥାନ ତିଆରି କରନ୍ତି?
- ମହୁମାଛି
- Question 4୪. କେଉଁମାନେ ଦଳରେ ଖାଦ୍ୟ ସଂଗ୍ରହ କରନ୍ତି?
- ପିମ୍ପୁଡ଼ି
- Question 5୫. ଖାଦ୍ୟ ଖୋଜିବା, ବାସସ୍ଥାନ ତିଆରି କରିବା ଓ ସ୍ଥାନାନ୍ତରଣ ହେବା ନିମ୍ନଲିଖିତ ମଧ୍ୟରୁ କେଉଁମାନେ ଦଳଗତ ଭାବେ କରନ୍ତି?
- ପିମ୍ପୁଡ଼ି
- Question 6୬. ଖାଦ୍ୟର ଅଭାବରେ ହାତୀମାନେ ଦଳଗତ ଭାବେ କ'ଣ କରନ୍ତି?
- ସ୍ଥାନାନ୍ତରଣ କରନ୍ତି
- Question 7୭. ବର୍ତ୍ତମାନ ଯୁଗରେ ଝିଅ ମାନଙ୍କ ବିବାହ ପାଇଁ ନିର୍ଦ୍ଧାରିତ ବୟସ ସୀମା କେତେ?
- ୧୮ ବର୍ଷରୁ ଅଧିକ