OD501 ଶୁଣିଥିବା କିମ୍ବା ପଢ଼ିଥିବା ଲେଖା ଗୁଡ଼ିକର (ହାସ୍ୟ, ସାହସିକ, ସାମାଜିକ ଅଦି ବିଷୟ ଆଧ ରିତ ଗପ, କବିତା ଅଦି) ଦିଷୟବସ୍ତୁ, ଘଟଣାବଳୀ, ଚିତ୍ର ଓ ଚରିତ୍ର, ଶୀର୍ଷକ ଆଦି ବିଷୟରେ ଆଲୋଚନା କରିବ । ପ୍ରଶ୍ନ ପଚାରିବ ନିଜର ସ୍ୱତନ୍ତ୍ର ଟିପ୍ପଣୀ ଦେବ/ନିଜ କଥା ପାଇଁ ମୁକ୍ତି ବାଢିବ ସିଦ୍ଧାନ୍ତରେ ଉପନୀତ ହେବ

 

New to H5P? Read the installation guide to get H5P on your own site.