OD508 ନିଜେ କିମ୍ବା ଶିକ୍ଷକଙ୍କ ନିର୍ଦ୍ଦେଶିତ ଲିଖନ ପ୍ରକ୍ରିୟାକୁ ଉତ୍ତମ ଭାବରେ ବୁଝିବ,ନିଜ ଲେଖାକୁ ଯାଞ୍ଚ କରିବ ଓ ଲିଖନର ଅଭ୍ୟାସ କରିବ ଓ ପାଠକଙ୍କ ରଚି ଅନୁସାରେ ଲିଖନରେ ପରିବର୍ତ୍ତନ ଆଣିବ । ଯେପରି କୌଣସି ଘଟଣା ବିଷୟରେ ବର୍ଣ୍ଣନା କରି ବିଦ୍ୟାଳୟର ପତ୍ରିକା ପାଇଁ ଲେଖିବ ଓ ସାଙ୍ଗ ପାଖକୁ ଚିଠି ଲେଖିବ

 

New to H5P? Read the installation guide to get H5P on your own site.